ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ ମୀରା ପରିଡାଙ୍କ ଆତ୍ମହତ୍ୟା ଉଦ୍ୟମର ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା । ସୋସିଆଲ୍ ମିଡିଆରେ ଲାଇଭ ଆସି ଅନେକ କଥା କହିଛନ୍ତି ମୀରା । ତାଙ୍କୁ ମାନସିକସ୍ତରରେ ହଇରାଣ କରାଯାଉଥିବା ସେ କହିଛନ୍ତି । ତା ସହିତ ତାଙ୍କୁ ବ୍ଲକମେଲ୍ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ....
#ArgusNews #Odisha Meera Parida #SuisideAttempt