ଆଜିଠୁ 3ଦିନ ଯାଏଁ ପ୍ରବଳ ବର୍ଷିବ । ଲଘୁଚାପ ବର୍ଷାରେ ଭିଜିବ ଦକ୍ଷିଣ ଓ ଉପକୂଳ ଓଡ଼ିଶା । ଗତକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 12 ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #LowPressure