ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ 16 ନଂ ଜାତୀୟ ରାଜପଥ କୁହୁଡ଼ି ନିକଟରେ ଟ୍ରକରୁ ଲୁଟ । । କେନ୍ଦୁଝରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଟ୍ରକ ଚାଳକ ଢାବାରେ ଖାଇବା ପାଇଁ ଗାଡିଟିକୁ ରଖିଥିଲେ । ଏହି ସମୟରେ ଚାରି ଜଣ ଲୁଟେରା ଟ୍ରକ ଚାଳକଙ୍କୁ ଖଣ୍ଡା ଭୁଜାଲି ଦେଖାଇ ମୋବାଇଲ ଫୋନ, ହଜାରେ ଟଙ୍କା ଲୁଟି ନେଇଛନ୍ତି ।
#ArgusNews #Odisha #Khurdha #Attack #Loot