ସମ୍ବଲପୁରରେ ମଧ୍ୟ ମହାମାରି ମହାଲୁଟ କଥା ସାମ୍ନାକୁ ଆସିଲା । ପରିବା ବିକାଲି ଙ୍କ ପାଇ ଅସ୍ଥାୟୀ ବଜାର କରି ଲକ୍ଷାଧିକ ଟଙ୍କା ବିଲ ତିଆରି କଲେ । ଏମିତିକି ସେଠାରେ ପରିବା ବିକାଲି ଙ୍କ ପାଇ ଅବ୍ୟବସ୍ଥା ହେବା ଟେଣ୍ତ ଭଡା ଖର୍ଚ୍ଚ ନେଉଥିବା ଅଭିଯୋଗ ହୋଇଛି ....
#ArgusNews #Sambalpur #Mahaloot
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app