ଅମ୍ଳଜାନ ମିଳୁଛି ହେଲେ ସିଲିଣ୍ଡର ନାହିଁ...
କେଉଁଠୁ ସିଲିଣ୍ଡର ଆଣିବୁ , ରୋଗୀଙ୍କ ଚିକିତ୍ସା କିପରି କରିବୁ...ସରକାରୀ ମେଡିକାଲ ରେ ଅକ୍ସିଜେନର ଅଭାବ ସମ୍ନା କୁ ଆସିବା ପରେ ସିଲିଣ୍ଡର ମିଳୁନଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ଘରୋଇ ମେଡିକାଲ ସଂଘ ସମ୍ପାଦକ...
#ArgusNews #Odisha #Oxygen #Covid #Oxygen_Cylinder