ଅଳ୍ପକେ ବର୍ତ୍ତିଲେ ଯବାନ
ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଚେରେ ଚୁଆଁ ଗାଁ ନିକଟରେ ଲ୍ୟାଣ୍ଡମାଇନ ଠାବ କରାଯାଇଛି । ସିଆରପିଏଫ 216 ବାଟାଲିୟନ ଘଟଣା ସ୍ଥଳରେ ପହଞ୍ଚି ଲାଣ୍ଡମାଇନକୁ ଉଦ୍ଧାର କରିଛି । ଏହାର ଓଜନ 5 କେଜି ହେବ ବୋଲି ସୂଚନା ମିଳିଛି.....
#ArgusNews #Odisha #Nuapada #LandMine #Seized
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app