ଗଞ୍ଜାମ ପାତ୍ରପୁର-ଜରଡ଼ା ଥାନା ଆମ୍ବପୁର ପଞ୍ଚାୟତ ମହାଦେଇପୁରରେ ହତ୍ୟାକାଣ୍ଡ । ଦିନ ଦିପହରରେ ବୃଦ୍ଧାଙ୍କୁ ହତ୍ୟା କରି ସୁନାଗହଣା ଲୁଟ କରାଯାଇଛି । ମୃତକ ଜଣଙ୍କ ମୁକ୍ତା ପ୍ରଧାନ ବୋଲି ଜଣାପଡ଼ିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ଲୁଟ ଉଦ୍ଦେଶ୍ୟରେ ନିର୍ମମ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି......
#ArgusNews #Odisha #Ganjam #Murder
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app