ଚାଷ ଓ ଚାଷୀଙ୍କୁ ନେଇ ଲାଗି ରହିଥିବା ବିତର୍କ ଭିତରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ପୁଣି ଥରେ ବଢିବାକୁ ଯାଉଛି ଏମଏସପି...2021-22 ଆର୍ଥିକ ବର୍ଷରେ 14 ଗୋଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିବା ଲାଗି ଅଣ୍ଟା ଭିଡିଛନ୍ତି ସରକାର.....
#ArgusNews #National #Agricultural_Products #MSP