ସମ୍ବଲପୁର ଭିଏସଏସ ଷ୍ଟାଡିୟମର ନବକଳେବର କେବେ? 2019 ମସିହାରେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 3କୋଟି ଘୋଷଣା କରିଥିଲେ । ମାତ୍ର 2ବର୍ଷ ପରେ ବି ଆରମ୍ଭ ହୋଇନି କାମା । ଫଳରେ କ୍ରୀଡା ଆୟୋଜନରୁ ବଞ୍ଚିତ ରହୁଛି ଷ୍ଟାଡିୟମ....
#ArgusNews #Odisha #Sambalpur #Stadium