ସୁନ୍ଦରଗଡ ଜିଲ୍ଲା ବଣାଇ କେବଲାଙ୍ଗ ଥାନା ରକ୍ସି ରେଲୱେ ଲୋଡିଂ ପ୍ଲଟରେ ନିୟୋଜିତ ଶ୍ରମିକମାନଙ୍କୁ ନେଇ ପେସା ଓ ସିଟୁ ଶ୍ରମିକ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଏନେଇ କେ.ବଲାଙ୍ଗ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ କରାଯାଇଛି ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews