ବିଜେଡି ମିଟିଂରେ ଯୋଗ ନଦେଲେ ମିଳୁନି ଭିନ୍ନକ୍ଷମ ଭତ୍ତା ପ୍ରସଙ୍ଗ..... ଭତ୍ତା ପାଇଁ ପ୍ରଥମେ ଲାଞ୍ଚ ପରେ କଲ କରି ଧମକ ଆଉ ଏବେ ବିଜେଡି ମହିଳା ନେତ୍ରୀ ସତ୍ୟଙ୍କ ଘରେ ପହଁଚି ସତ୍ୟଙ୍କ ମାଙ୍କୁ ଗାଳି ଗୁଳଜ କରିବା ସହ ତାଙ୍କ ବାପାଙ୍କୁ ଧମକ ଦେଉଛନ୍ତି ...
#ArgusNews #Bhubaneswar #Bhatta_Prahasana #Disable
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app