ଗୋଟିଏ ଦିନରେ ଦୁଇ ନାବାଳିକାଙ୍କୁ ମୃତ୍ୟୁର ଦୁଃଖଦ କାହାଣୀ । ଗୋଟିଏରେ ଦୁଷ୍କର୍ମରୁ ଗୋଟିଏ ଦିନ ପରେ ସନ୍ଦେହଜନକ ମୃତ୍ୟୁ । ସେପଟେ ଭଦ୍ରକରେ ପିଟିବା ପରେ ନାବାଳିକା ବୋହୂକୁ ବିଷ ପିଆଇଦେଲା ଶାଶୂଘର । ଦେଖିବା ମାଲକାନଗିରି ଓ ଭଦ୍ରକରୁ ଏ ରିପୋର୍ଟ ...
#ArgusNews #Odisha #Bhadrak #Malkangiri #Rape #Death