#ସୁଖ_ଭୁଲି_ଯାଇଛି_ଏ_ଘରର_ଠିକଣା !
ପ୍ରଥମେ ବାପା ଓ ପରେ ମା ଡକାଡକି ହୋଇ ସେ ପୁରକୁ ଚାଲିଗଲେ । ଆସ୍ତେ ଆସ୍ତେ ଭାଙ୍ଗିଗଲା ଚାଳଛପର ଘର । ଚଳିବା ପାଇଁ ନା ଥିଲା ସମ୍ବଳ ନା ଥିଲେ କେହି ସମ୍ପର୍କୀୟ । ଦଇବର ଦୁଃଖ ଭୋଗିବା ପାଇଁ ରହିଗଲେ ଦୁଇ ଅସହାୟ ଭଉଣୀ...
#ArgusNews #Odisha #Good_News #Mayurbhanja #Morada