ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ବରପଦା ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଇଛି । ଫଳରେ ପିଲା ମାନଙ୍କୁ ୩ କିଲୋମିଟର ଦୂରରେ ଥିବା ବିଦ୍ୟାଳୟକୁ ଯିବାକୁ ପଡୁଛି । ଯାହାକୁ ବିରୋଧ କରି ଆଜି ଛାତ୍ରଛାତ୍ରୀ ମାନେ ବହି ଡ୍ରେସ ଫେରାଇନିଅ ନାରା ଦେବା ସହ ଅଭିଭାବକ ମାନେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି........
#ArgusNews #Odisha #Anugul #School_Close_Issue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app