75ତମ ମନ କି ବାତ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ବିଷୟ ସଂପର୍କରେ କହିଛନ୍ତି । ଶିଖିବା ପାଇଁ ଇଚ୍ଛା ଶକ୍ତି ଜରୁରୀ । ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ଓଡିଶାର ସିଲୁ ନାୟକଙ୍କ ଇଚ୍ଛା ଶକ୍ତି ବିଷୟରେ କହିଛନ୍ତି....
#ArgusNews #National #Mann_Ki_Bat #PM_Modi