ରାଜଧାନୀରେ କିନ୍ନରଙ୍କୁ ମିଳିଲା ଅଗ୍ରାଧିକାର । ପର ଉପରେ ନିର୍ଭର ହେବା ପରିବର୍ତ୍ତେ ସ୍ବାବଲମ୍ବୀ ହେବ କିନ୍ନର ସମାଜ । ହୋଲ୍ଡିଂ ଟ୍ୟାକ୍ସ ପରେ କିନ୍ନରଙ୍କୁ ମିଳିଲା ପାର୍କିଂ ଫି ଆଦାୟ ଦାୟିତ୍ବ । । ଭୁବନେଶ୍ୱର ରାଜମହଲ ଛକରେ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ..
#ArgusNews #Odisha #kinnar #Transgender
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app