କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅତା ଗାଁରେ ଥିବା ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ସମ୍ପାଦକଙ୍କ ଦ୍ଵାରା ଅର୍ଥ ହଡପ ଅଭିଯୋଗ ପରେ ହସ୍ତତନ୍ତ ଉପନିର୍ଦ୍ଦେଶକ ଦିବ୍ୟଜ୍ୟୋତି ନନ୍ଦି ଓ ଡେପୁଟି ନିର୍ଦ୍ଦେଶକ ମଧୁସ୍ମିତା ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି.......
#ArgusNews #Odisha #ArgusUpdate #Kendujhar #Cooperative_Society