ପଳାସ ପଲ୍ଲୀ ଭିନ୍ନକ୍ଷମ ତାଲିମକେନ୍ଦ୍ରର ଯୌନକେଳେଙ୍କାରୀରେ ସଂପୃକ୍ତ ବଡପଣ୍ଡାଙ୍କୁ ସୁରକ୍ଷା । ତାଲିମ କେନ୍ଦ୍ର ସିଲ ହୋଇଥିବା ବେଳେ ଧିମେଇଯାଇଛି ତଦନ୍ତର ଗତି । ଅଭିଯୋଗ କାରୀଙ୍କ ଉପରେ ଚାପ ପଡୁଛି । ମୁହଁ ବନ୍ଦ ରଖିବାକୁ ଧମକ ମିଳୁଛି...
#ArgusNews #Odisha #Disable_Training_Center #Sex_Racket