ବୁର୍ଲା ସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ସତାଧିକ ଅଜଣା ଯୁବକ ଆଜି ଦିନ ପ୍ରାୟ ୧ ଟା ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । ଏହି ଯୁବକ ମାନେ ଆସିବାର କୌଣସି ସୂଚନା ପାଇନଥିଲେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ । ତେବେ ଅଚାନକ ପହଂଚି ଯୁବକ ମାନେ କୁଳପତି ଙ୍କ କାର୍ଯ୍ୟାଳୟ ଅଭିମୁଖେ ଦୌଡିଥିଲେ ....
#ArgusNews #Odisha #Sambalpur #Burla #collegeattack