ପୁରୀ ଜିଲ୍ଲା ଡେଲାଙ୍ଗରେ ପରିବା ଦର ହୋଇଛି ଆକାଶ ଛୁଆଁ। କେବଳ ଗ୍ରାହକ ନୁହେଁ ବେପାରୀ ବି ସହୁଛନ୍ତି କ୍ଷତି। ବନ୍ୟା ଓ ଲଘୁଚାପ ବର୍ଷା ଯୋଗୁଁ ବାହାର ରାଜ୍ୟରୁ ଆସୁଛି ପରିବା । ତେଣୁ ବେପାର ମଧ୍ୟ ମାନ୍ଦା ପଡୁଛି...
#ArgusNews #Odisha #Puri #Vegetables #Price
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2