ଝାରସୁଗୁଡାରୁ ଚେନ୍ନାଇକୁ ଆରମ୍ଭ ହେବ ବିମାନ ସେବା । ଏହି ସେବା ସପ୍ତାହରେ ୭ ଦିନ ଉପଲବ୍ଧ ହେବ। ଏଥି ପାଇଁ ବୁକିଂ ଆରମ୍ଭ ହୋଇଛି । ଝାରସୁଗୁଡାରୁ ଖୁବଶୀଘ୍ର କାରଗୋ ସେବା ଆରମ୍ଭ ହେବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦେଶକ ...
#ArgusNews #Jharsugura #Jharsuguda_to_Chennai #Odisha #Airport