ଅକାରଣରେ ଧନ ଯାଉଛି ଜୀବନ ଯାଉଛି । ହେଲେ ମଣିଷ-ହାତୀ ଲଢେଇରେ ପୂର୍ଣ୍ଣଚ୍ଛେଦ ପଡିବାର ନାଁ ଧରୁନି । କେଉଁଠି ଏକର ଏକର ଫସଲ ଖାଇ ଯାଇଛନ୍ତି ତ କେଉଁଠି ଘରଦ୍ୱାର ଭାଙ୍ଗି ପକାଇଛନ୍ତି । ସଞ୍ଜ ନଇଁଲେ ଆରମ୍ଭ ହେଇଯାଉଛି ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ...
#ArgusNews #Elephent_Terror
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2