କରୋନା ରୋଗୀଙ୍କ କାମରେ ଆସିଲା ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଏଠାରେ କୋଭିଡ ରୋଗୀଙ୍କ ଟ୍ରିଟମେଣ୍ଟ ଆରମ୍ଭ ହୋଇଛି । ଫଳରେ ଅତ୍ୟାଧୁନିକ ଚିକିତ୍ସା ପାଇ ପାରୁଛନ୍ତି ରୋଗୀ ...
#ArgusNews #Odisha #Rourkela #SuperSpecialityHospital #CovidHospital