ଭଗବାନଙ୍କ ଆଲୌକିକ ଦର୍ଶନ.... ଏପରି ଦର୍ଶନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା.... ସେହି ଅଲୌକିକ ଦର୍ଶନ ପାଇଁ ଦିନ ରାତି ଲୋକଙ୍କ ମଧ୍ୟରେ ଭିଡ଼ ରହୁଛି....ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଦିଗାପୁର ଗ୍ରାମ ପଞ୍ଚାୟତର ଖିଲପୁଟ ହାଟପଦା ନିକଟରେ ଏକ ଗଛରେ ଭଗବାନ ପ୍ରତିଛବି ଅନୁଭୂତ ହେଉଛି ...
#ArgusNews #Koraput #Jaypore #GodInTree
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app