ପୁରୀ ମାଉସୀମା ମନ୍ଦିରରୁ ଚୋରୀ । ମନ୍ଦିରର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମନ୍ଦିରର ଦାନବାକ୍ସ ଓ ଆଲମାରିରୁ ଲୁଟିନେଲେ ଦାନ ଅର୍ଥ ଓ ମୂଲ୍ୟବାନ ବସ୍ତ୍ର । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୂଜକଙ୍କ ଏତଲା ଆଧାରରେ କୁମ୍ଭାରପଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି...
#ArgusNews #Odisha #Puri #MausimaMandir #Loot