ଷ୍ଟ୍ରୀଟ ଲାଇଟ୍ର ଉଦଘାଟନ କଲେ ବିଧାୟକ ନବ ଦାସ
ଏ ଦୃଶ୍ୟ ହେଉଛି ଝାରସୁଗୁଡା ସହରର । ପୌରାଞ୍ଚଳରେ 'ଗ୍ରୀନ ଫିଲଡ଼ ସ୍ମାର୍ଟ ଏଲଇଡି' ଯୋଜନାରେ ଷ୍ଟ୍ରୀଟ୍ ଲାଇଟ୍ ଉଦଘାଟନ କାର୍ଯ୍ୟକ୍ରମ । ପୁରା ଦଳବଳ ସହିତ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଜେଡି ବିଧାୟକ ନବ ଦାସ । ଆଉ ଏହାର ଠିକ୍ 5 ମିନିଟ୍ ପରେ ବିଭ୍ରାଟ । ଲାଇଟ୍ ଅଫ୍ । ଅନ୍ଧାର ହୋଇଗଲା ପୁରା ଷ୍ଟ୍ରିଟ୍ । ଯାନ୍ତ୍ରୀକ ତ୍ରୁଟି ପାଇଁ ଦେଖାଦେଲା ସମସ୍ୟା....
#ArgusNews #Odisha #Jharsuguda #Street_Light #Innaguration #NabakishoreDas
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app