ରୋଗଶଯ୍ୟାରେ ପରିବାରର ଦୁଇ ରୋଜଗାରକ୍ଷମ ବ୍ୟକ୍ତି । ଆର୍ଥିକ ଦୁସ୍ଥିତି ଯୋଗୁଁ ହୋଇ ପାରୁନି ସେମାନଙ୍କ ଚିକିତ୍ସା । ଫଳରେ ୫ ପ୍ରାଣି କୁଟୁମ୍ବର ପରିବାର ଏବେ ଦୁଖ ଯନ୍ତ୍ରଣାରେ କାଳାତିପାତ କରିବା ସହ ସହାୟତା ଅପେକ୍ଷାରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଂଚାୟତର ନେଡିଗୁଡା ଗ୍ରାମରେ...
#ArgusNews #Odisha #Kandhamal #Asahaya_Family