ଶଯ୍ୟାଶାୟୀ ବାପା । ରୋଗ ଯନ୍ତ୍ରଣାରେ ଛଟପଟ ପହଙ୍ଗା ଗାଁର ପଉନ ଦାସ । ସେପଟେ ଦୁନିଆ କଣ ବୁଝିବା ପୂର୍ବରୁ ବାପାର ରୋଗ ଏହି କୁନି ନିଷ୍ପାପ ଝିଅ ଦୁହିଁଙ୍କ ମୁହଁରୁ ଛଡାଇନେଇଛି ହସ । ଆଉ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏହି ଦୁଇ ଶିଶୁଙ୍କ ଭାଗ୍ୟ । କଟକ ନିଆଳିରୁ ଦେଖିବା ଏହି ରିପୋର୍ଟ ...
#ArgusNews #Odisha #helpless
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app