ରାତି ପାହିଲେ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାକଙ୍କ ନିଷ୍ପତ୍ତି ରହିଛି। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଯିବେ । 100 ଦିନ ପାଇଁ ପାଠପଢା ହେବ । ଏହା ପୂର୍ବରୁ ସମସ୍ତ ସ୍କୁଲରେ କୋଭିଡ଼ କଟକଣା ପାଳନ ପାଇଁ ପ୍ରସ୍ତୁତ କରାଯାଇଛି ।
#ArgusNews #Odisha #School_Open #Covid19
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app