ରାଜ୍ୟ ସରକାରଙ୍କ ପସନ୍ଦର ବାହାନା, ଚାଲିଛି ତଥ୍ୟ ସଂଗ୍ରହ । ବିଧାୟକ ପ୍ରଶ୍ନ ପଚାରିଲେ ଉତ୍ତର ଦେଉନାହାନ୍ତି ବିଭାଗୀୟ ମନ୍ତ୍ରୀ । ନାରୀ ନିର୍ଯାତନା, ଶିଶୁ ନିଖୋଜ ପରି ପ୍ରସଙ୍ଗରେ ମନ୍ତ୍ରୀଙ୍କ ମୁହଁରେ ତୁଣ୍ଡି । ଯାହାକୁ ନେଇ ବିରୋଧୀଙ୍କ ଅଭିଯୋଗ, ଜନପ୍ରତିନିଧିଙ୍କ ପ୍ରଶ୍ନକୁ ଦିଆଯାଉନି ଗୁରୁତ୍ବ । ସବୁଠୁ ବଡ଼ ପ୍ରଶ୍ନ ଉତ୍ତର ନାହିଁ ନା ଜାଣିଶୁଣି ଅପାରଗତା ଲୁଚାଇବାକୁ ଉଦ୍ୟମ....
#ArgusNews #Odisha #Missing_Child #Women #Violence