ମିଳିଲା ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷର ମୃତଦେହ । ଘର ପାଖ କୂଅରୁ ଶିଶୁପୁତ୍ରର ଶବ ଉଦ୍ଧାର ହୋଇଛି । କେହି ହତ୍ୟା କରି ଶିଶୁପୁତ୍ରକୁ କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ....
#ArgusNews #Odisha #Dhenkanal #Death #ChildMissing
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍