ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ
କଟକ ଜିଲ୍ଲା ନରସିଂହପୁର ବ୍ଲକର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟ ର ସାତକୋଶିଆ ଗଣ୍ଡ ଠାରେ ଥିବା ଇକୋ ରିଟ୍ରିଟରେ ଭୟାବହ ଅଗ୍ନିକାଣ୍ଡ, ୩ ଟି ଟେଣ୍ଟ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଜାଇଛି.....
#ArgusNews #Odisha #Cuttack #Fire
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app