ଶୋଚନୀୟ ହୋଇପଡିଛି ସମ୍ବଲପୁର ସାକ୍ଷୀପଡାରେ ରାସ୍ତାର ଅବସ୍ଥା
ସମ୍ବଲପୁର ସାକ୍ଷୀପଡାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପିଏଚଡି ବିଭାଗ ପକ୍ଷରୁ ଅଞ୍ଚଳରେ ଜଳ ଯୋଗାଣ ପାଇଁ ରାସ୍ତା ଖୋଳାଯାଇଛି । 2ବର୍ଷ ପରେ ମଧ୍ୟ ସରୁନି ପାଇପ ବିଛା କାମ। ଫଳରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି.....
#ArgusNews #Odisha #Sambalpur #Road_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app