19ରୁ ଆରମ୍ଭ ହେଉଛି ଖଣ୍ଡଗିରି ମାଘ ମେଳା । ହେଲେ ଏଥର ମେଳା ହେବ କି ନାହିଁ ନିଷ୍ପତ୍ତି ନେଇପାରୁନି ବିଏମସି । କୋଭିଡ ପରେ ସବୁ ଖୋଲା ହୋଇଛି । କିନ୍ତୁ ଖଣ୍ଡଗିରି ଯାତ୍ରା ନିଷ୍ପତି ପାଇଁ ଏସଆରସିଙ୍କ ଆଡକୁ ବଲ ଫିଙ୍ଗିଛି ବିଏମସି । ସେପଟେ ଏବେ ଯାଏଁ ନିଷ୍ପତ୍ତି ନହେବାରୁ ଚିନ୍ତାରେ ଯାତ୍ରା ମାଲିକ ....
#ArgusNews #Odisha #Bhubaneswar #KhandagiriMela #Magha_Mela
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app