ଆଜି ଠାରୁ ଆରମ୍ଭ ହେଲା ପଙ୍ଗଲ ଉତ୍ସବ । ବିଶେଷ କରି ତେଲୁଗୁ ଭାଷାଭାଷୀ ଓ ପରମ୍ପରା ଅନୁସାରେ ଏହି ମହାନ ଭାଇଚାରା ପର୍ବ ର ଗୁରୁତ୍ୱ ରହିଛି । ଏହା କୁ ଚାରି ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ମକର ସଂକ୍ରାନ୍ତି, ତୃତୀୟ ଦିନରେ କାଡୁମ ଓ ଶେଷ ଦିନ କୁ ମୁଗ କାଡୁମ ବୋଲି କୁହାଯାଏ ......
#ArgusNews #Odisha #Pongal #Festival
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app