ପରୀ ହତ୍ୟା ମାମଲାରେ ବିଜେପିର ସାମ୍ବାଦିକ ସମ୍ମିଳନୀ... ଅଭିଯୁକ୍ତ ବାବୁଲି ନାୟକଙ୍କୁ ମନ୍ତ୍ରୀ ଅରୁଣ ସାହୁ ଦେଉଛନ୍ତି ସୁରକ୍ଷା...ମନ୍ତ୍ରୀଙ୍କ ଅଡିଓ ଭାଇରାଲ ପରେ କଥା ସାମ୍ନାକୁ ଆସିଛି...ପରୀ ହତ୍ୟା ଅଙ୍ଗ ତଷ୍କରୀ ସହ ଜଡିତ....ଗୋଟିଏ ବର୍ଷରେ ବୃଦ୍ଧି ପାଇଛି ଏକ ହଜାର ଶିଶୁ ନିଖୋଜ ମାମଲା....
#ArgusNews #Odisha #JusticeForParee #PressMeet #BJP