ଆଜି ପବିତ୍ର ଅକ୍ଷୟ ତୃତୀୟା ... ଆଜିଠୁ ରଥ କାଠ ଅନୁକୁଳ ହେଉଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ..ସେପଟେ ଅଖିମୁଠି ଅନୁକୁଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଛି ଚାଷୀ ..
#ArgusNews #Odisha #akshyatritiya