ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଜାହ୍ନବୀଙ୍କ ମୋବାଇଲ କଭର୍
ପୁଣି ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ଅପରାଧୀ ଲିଙ୍କ୍ । ନୂଆପଡାରେ ବାଘଛାଲ ଜବତ ସହ ବିବାଦରେ ବଲାଙ୍ଗିର ଜୋନ ଯୁବ ବିଜେଡି ଉପସଭାପତି ସୁବୀର ସିଂଦେଓ । ସିନାପାଲି ଅଂଚଳରେ ବାଘଛାଲ ରାକେଟର ବାଦଶାହ ସୁବୀର ସିଂଦେଓଙ୍କ ଗିରଫ ପରେ ପୁଣି ବିବାଦରେ ବିଜେଡି.....
#ArgusNews #Odisha #Nuapada #Tiger_Skin #BJD