କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡିରହିଛି ଚାଷୀଙ୍କ ହଜାର ହଜାର ବସ୍ତା ଧାନ । ଯାହାକୁ ନେଇ କୁଚିଣ୍ଡାର ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ.....
#ArgusNews #Odisha #Sambalpur #Kuchinda #Paddy
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app