ବିବାଦରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତହସିଲଦାରଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା । କୁକୁଡ଼ାଖଣ୍ଡି ତହସିଲଦାରଙ୍କ ଫାଇନକୁ କମାଇଦେଲେ ବିଧାୟକ । ଏଭଳି ସଙ୍ଗୀନ କଥା ସ୍ପଷ୍ଟ ହେଉଛି ତହସିଲଦାରଙ୍କ ଭାଇରାଲ ଭିଡିଓ ଓ ପ୍ରତିକ୍ରିୟାରୁ ...
#ArgusNews #Berhampur #Tahasildar #Mla
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2