ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଦ୍ବାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରକ। ଟ୍ରକ ଦୁର୍ଘଟଣା ରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ମୃତ୍ୟୁ ହୋଇଥିବା ଜଣାପଡିଛି...
#ArgusNews #Odisha #Mayurbhanja #Truck_Accident #bangiriposi