#ସାହା_ହେଲେ_ସୋନା
ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଜୋଡି ଗ୍ରାମର ବୃଦ୍ଧା ପ୍ରମିଳା ଦେଇ । ପୁଅ ବୋହୁଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଥିଲେ ସେ । ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ଅଭିନେତ୍ରୀ । ସୋନାଙ୍କ ସହାୟତା ପରେ ପ୍ରମିଳାଙ୍କୁ ମିଳିଲା ବଞ୍ଚିବାର ନୂଆ ଆଶା...
#ArgusNews #Odisha #Khurda #Actress #shonamishra #donation