ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ଉତ୍ତ୍ୟକ୍ତ ଲୋକ ଜାଳିଦେଲେ ବସ୍ । ତେବେ ଗତ 1 ବର୍ଷ ଭିତରେ NHରେ ଗଲାଣି 50ରୁ ଅଧିକ ଜୀବନ । କିନ୍ତୁ ବେଆଇନ ପାର୍କିଂ ଓ ସ୍ପିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉନି ପ୍ରଶାସନ ...
#ArgusNews #Kendrapada #Chandikhol #Dead #Accident