ନାବାଳକ ଗାଡ଼ି ଚାଳକଙ୍କୁ ନେଇ ୨୬ ହଜାର ଟଙ୍କା ଜରିମାନା । ସମ୍ୱଲପୁର କୁଚିଣ୍ଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସମଲେଶ୍ବରୀ ମନ୍ଦିର ନିକଟରେ ବିଭିନ୍ନ ଗାଡି ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଉଛି। ଏହି ସମୟରେ ଏକ ସ୍କୁଟିରେ ନାବାଳକ ଗାଡି ଚଳାଇ ଯାଉଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ ....
#ArgusNews #Odisha #Sambalpur
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app