ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଭେଟିବାକୁ ଆସିଥିବା ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର ସଦସ୍ୟମାନଙ୍କୁ ଉଠାଇ ନେଲା ପୋଲିସ । ମନ୍ତ୍ରୀଙ୍କୁ ଚାରି ଦଫା ଦାବି ଜଣାଇବାକୁ ଆସିଥିବା ଏହି ବି.ଇ.ଡି ଏବଂ ସିଟି ପାସ କରି ଶିକ୍ଷକ ଆଶାୟୀମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ଦେଖା କରିବା ପୂର୍ବରୁ ଉଠାଇ ନେଇଛି କ୍ୟାପିଟାଲ ଥାନା ପୋଲିସ...
#ArgusNews #Odisha #Junior_Teacher_Association #Protest