ସାରା ବିଶ୍ୱରେ ଓଡ଼ିଆ ପରମ୍ପରାର ଝଲକ
ଆମେରିକାର ଓଡ଼ିଆ ମହୋତ୍ସବ ମହାକୁମ୍ଭର ମହାମିଳନରେ ସାମିଲ ହେଲେ 30 ଦେଶ । ଆମେରିକାର OSA ପକ୍ଷରୁ ଆୟୋଜିତ ହୋଇଥିଲା 2 ଦିନିଆ କାର୍ଯ୍ୟକ୍ରମ । ଏହି ଅବସରରେ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ନୃତ୍ୟ, ସଂଗୀତ, ନାଟକ ସହ ଓଡ଼ିଆ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କାରାଯାଇଥିଲା......
#ArgusNews #Odisha #OSA #OdiaCulture
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app