ନୋଟ୍ ବନାମ ବିକାଶ । ବିକାଶ କରିନଥିବାରୁ ଏବେ ଅସ୍ତ୍ର ସାଜିଛି ନୋଟ୍ । ତିର୍ତ୍ତୋଲରେ ଟଙ୍କା ଦେଇ ଶାସକ ଦଳ ଭୋଟ୍ କିଣିବାର ପ୍ରୟାସ କରୁଥିବାର ସାଂଘାତିକ ଅଭିଯୋଗ ଆସିଛି । ଏଇ ନିର୍ବାଚନମଣ୍ଡଳୀର ଅଢଙ୍ଗଗଡ଼ ଗାଁରେ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ୍ ହୋଇଛି ...
#ArgusNews #Tirtol_By_Election
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2