କ୍ରାଇମ ସିଟି ଭୁବନେଶ୍ବର ...ଲକଡାଉନ ଭିତରେ ରେକର୍ଟ ସଂଖ୍ୟକ ଅପରାଧ । ଆଇନ ଶୃଙ୍ଖଳା ଜଗି ଅପରାଧ ରୋକିବାର ବିଫଳ ପୋଲିସ ।କେତେବେଳେ ଲୁଟେରାଙ୍କ ରାଜ ତ ଆଉ କେତେବେଳେ ଲୋମ ହର୍ଷଣକାରୀ ହତ୍ୟା । ସ୍ମାଟ ସିଟି ଭୁବନେଶ୍ବର ରେ ଅପରାଧ ବଢ଼ି ଚାଲିଥିବା ବେଳେ ପୋଲିସ କୁ ଖୋଲା ଚ୍ୟାଲେଞ୍ଚ ଦେଉଛନ୍ତି ଅପରାଧୀ ....
#ArgusNews #Odisha #Bhubaneswar #Crime_City_Bhubaneswar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app