ପେଶାରେ ସେ ଡାକ୍ତର । କିନ୍ତୁ ନିଶା ଟାଇକୋଣ୍ଡ ଖେଳିବା। ଏହି ନିଶା ପାଇଁ ଆଜି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛନ୍ତି ଡାକ୍ତର ନିଳିମା କଟ୍ଟି । ଗୋଟିଏ ପଟେ ରୋଗୀଙ୍କ ସେବା ଓ ଅନ୍ୟ ପଟେ ନିଜ ଖେଳପ୍ରତି ନିଷ୍ଠାଭାବ, ଯାହା ନିଳିମାଙ୍କୁ ଆଣିଦେଇଛି ସଫଳତା...
#ArgusNews #Odisha #Cuttack #Doctor #TaekwondoPlayer