ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଣ୍ଡିଆ ସାହି ଗାଁରେ ବୋମାମାଡ଼ । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଛି ଗୋଷ୍ଠୀ ସଂଘର୍ଷ । ଏକ ନୟନଜୋର ନିଲାମକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ବିବାଦ ଉପୁଜିବା ପରେ ଉଭୟ ପକ୍ଷରୁ ପ୍ରଥମେ ପ୍ରତିପକ୍ଷ ଉପରେ ଟେକା ପଥର ମାଡ଼ ପରେ ଆଜି ବୋମାମାଡ଼ କରାଯାଇଛି । #ArgusNews #ArgusOdisha #ArgusOdia #ArgusUpdate #Bombattack #Bhadrak